All External/internal Human Body Parts Name in Odia and English

ଶରୀର ଅଙ୍ଗ ନାମ

Body Parts Name In OdiaBody Parts Name in English
ଅଙ୍ଗLimb
ମୁଣ୍ଡHead
କେଶHair
କୁଞ୍ଚୁ କୁଞ୍ଚିଆ କେଶMatted Hair
ଶରୀରBody
ମୁଖ ମଣ୍ଡଳFace
କପାଳForehead
କପାଳ ରେଖାMars of Forehead
କାନEar
ଆଖିEye
ଆଖି ଡୋଳାEyeball/
ଆଖି କୋରଡSocks of the Eye
Eyebrow
ଆଖି ମଇଳାEye wax
Dandruff
ନାକNose
ନିଶMustache
ଓଠLip
ଉପର ଓଠUpper Lip
ତଳ ଓଠ |Lower lip
cheek cheek
ଦାଢିBeard
ଥୋଡିChin
ଦାନ୍ତTooth
ଜିଭTongue
ବେକNeck
ଘଣ୍ଟିକାTonsil
କାନ୍ଧShoulder
ବାହୁArm
କହୁଣୀelbow
ମଣିବନ୍ଧWrist
ପାପୁଲିPalm
ପାଟିMouth
ଗଳାThroat
କାଖ ତଳArmpit
ଆଙ୍ଗୁଠିFinger
ବୃଦ୍ଧାଙ୍ଗୁଳିThumb
ତର୍ଜନିForefinger
ମଧ୍ୟମାMiddle Finger
ଅନାମିକାRing finger
ଛୋଟ ଆଙ୍ଗୁଠି Little Finger
ନଖNail
ହାତHand
ଛାତିChest
ପେଟBelly
ନାଭିNavel
ତଳି ପେଟAbdomen
ପଛ ପାର୍ଶ୍ୱBack
ମେରୁଦଣ୍ଡBackbone
ଅଣ୍ଟାwaist
ପିଚାButtock
ମୂତ୍ର ଦ୍ୱାରurethra
ମଳଦ୍ୱାର |Anus
ଅଣ୍ଡକୋଷTesticle
ଜଙ୍ଘThigh
ଅଙ୍ଗorgan
ଆଣ୍ଠୁknee
ବଳା ଗଣ୍ଠିAnkle
ପାଦFoot
ଗୋଇଠି |Heel
ତଳି ପାଦSole
ଚର୍ମSkin
ଶିରାVein
ମୂତ୍ରାଧାରBladder
ଯକୃତLiver
ମୁଠାFist
ମାଂସପେଶୀMuscle
ମସ୍ତିଷ୍କBrain
ନିଶ୍ୱାସBreath
ପିତ୍ତBile
ରକ୍ତBlood
ଅସ୍ଥିBone
ସ୍ତନBreast
ଗର୍ଭାଶୟWomb
ଯକୃତSpleen
ଗୋଡ ଆଙ୍ଗୁଳିToe
ଗୋଡLeg
ଲୁହTear
କିଡନୀKidney
ପେଟStomach
ନାଡି଼Pulse
ସ୍ନାୟୁNerve
ଧମନୀArtery
ଫୁସଫୁସLungs
ହୃଦୟHeart
ଝାଳSweat
ଡିମ୍ବକୋଷOvary
ପରିସ୍ରାUrine
ମାଂସFlesh
ଲାଳsaliva
ଖପୁରୀskull
ସ୍ତନ ଉପର ଭାଗNipple
କଙ୍କାଳSkeleton
Penis Penis
ଯୋନୀVagina

Leave a Comment

Your email address will not be published.