Note: View with Destop Mode
ଶରୀର ଅସୁସ୍ଥ ଯୋଗୁ ଶ୍ରେଣୀରେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇ ପ୍ରଧାନଶିକ୍ଷକ(Headmaster)ଙ୍କ ନିକଟକୁ ଛୁଟି ମଞ୍ଜୁର ନିମନ୍ତେ ଆବେଦନ ପତ୍ର ପ୍ରଦାନ ।
ମାନନୀୟ ନୟାଗଡ଼ ଉଚ୍ଚଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ
ମହୋଦୟ ………………………….ସମୀପେଷୁ ।
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ, ମୁଁ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଅଷ୍ଟମ ଶ୍ରେଣୀ, ରୋଇ ନଂ – ୧୦, ଯେ କି ଗତ ତା ୧.୯.୨୦୦୫ ରିଖ, ଗୁରୁବାର ଠାରୁ ତା ୭.୯,୨୦୦୫ ଭିଖ ବୁଧବାର ଦିନ ପର୍ଯ୍ୟନ୍ତ ସାତଦିନ ବ୍ୟାପି ମ୍ୟାଲେରିଆ ଜ୍ଵରରେ ପୀଡ଼ିତ ଥିବାରୁ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ସଙ୍ଗେ ସଙ୍ଗେ ଦୈନିକ ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଥୁଲି । ଆପଣଙ୍କ ଅବଗତି ନିମନ୍ତେ ଏଥ୍ ସହିତ ଡାକ୍ତରୀ ସାର୍ଟିଫରକେଟ ସଂଲଗ୍ନ କରାଗଲା ।
ଏଣୁ ବିନୀତ ଅନୁରୋଧ କରେ କି ଆପଣ ଦୟାପୂର୍ବକ ଉପରଲିଖତ ଅନୁପସ୍ଥିତି ଦିବସଗୁଡ଼ିକୁ ଛୁଟିରୂପେ ମଞ୍ଜୁର କଲେ ମୁଁ ଚିରୋପକୃତ ହେବି ।
ନୟାଗଡ଼ ଉଚ୍ଚ ଇଂରାଜୀ ବିଦ୍ୟାଳୟ
ନୟାଗଡ଼, ପୁରୀ
ତା ୮.୯.୨୦୦୫ ରିଖ
|| ଇତି||
ଆପଣଙ୍କର ଆଜ୍ଞାଧୀନ ଛାତ୍ର
ପ୍ରଶାନ୍ତ କୁମାର ସାହୁ
ରୋନ ନଂ – ୧୦
ଅଷ୍ଟମ ଶ୍ରେଣୀ